ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାବିଷୁବ ପଣାସଂକ୍ରାନ୍ତି ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି ।
ଏକ୍ସରେ ଗୋଟିଏ ପୋଷ୍ଟରେ ସେ ଲେଖିଛନ୍ତି,
‘‘ମହାବିଷୁବ ପଣା ସଂକ୍ରାନ୍ତିର ଶୁଭକାମନା !’’
***
PS
Happy Maha Bishuba Pana Sankranti! pic.twitter.com/JZ4SJNbvDF
— Narendra Modi (@narendramodi) April 14, 2026