Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାରାଣା ପ୍ରତାପଙ୍କୁ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୀର ଯୋଦ୍ଧା ମହାରାଣା ପ୍ରତାପଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଶ୍ରୀ ମୋଦୀ ଏକ୍ସ ରେ ଲେଖିଛନ୍ତି:

“ଦେଶର ମହାନ୍ ବୀର ମହାରାଣା ପ୍ରତାପଙ୍କୁ ତାଙ୍କ ତାଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ । ମାତୃଭୂମିର ସ୍ୱାଭିମାନର ରକ୍ଷା ଲାଗି ସେ ଯେଉଁଭଳି ସାହସ ଓ ଶୌର୍ଯ୍ୟର ପରିଚୟ ଦେଇଥିଲେ, ଏହା ଆଜି ବି ଆମର ବୀର-ବୀରାଙ୍ଗନାଙ୍କ ପାଇଁ ପଥପ୍ରଦର୍ଶକ ହୋଇ ରହିଛି । ମା’ ଭାରତୀଙ୍କୁ ସମର୍ପିତ ତାଙ୍କର ପରାକ୍ରମୀ ଜୀବନ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇ ଚାଲିଥିବ ।”

SR