Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜକୋଟରେ ‘ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ କଚ୍ଛ ଏବଂ ସୌରାଷ୍ଟ୍ର ସମ୍ମିଳନୀ’ ରେ ଅଂଶଗ୍ରହଣର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ରାଜକୋଟରେ ‘ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ କଚ୍ଛ ଏବଂ ସୌରାଷ୍ଟ୍ର ସମ୍ମିଳନୀ’ ରେ ଅଂଶଗ୍ରହଣର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ରାଜକୋଟଠାରେ କଚ୍ଛ ଏବଂ ସୌରାଷ୍ଟ୍ର ପାଇଁ ଆୟୋଜିତଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଅଂଶଗ୍ରହଣର ଝଲକ ସେୟାର କରିଛନ୍ତି

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:

ଆଜି ସକାଳେ ରାଜକୋଟରେ କଚ୍ଛ ଏବଂ ସୌରାଷ୍ଟ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଯୋଗ ଦେଇ ଖୁସିଏହି ମଞ୍ଚ ଏହି ଅଞ୍ଚଳଗୁଡ଼ିକରେ ଅଭିବୃଦ୍ଧି ଏବଂ ନିବେଶକୁ ପ୍ରୋତ୍ସାହିତ କରିବ ଏବଂ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।’’

HS