Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରିଷି ସୁନକଙ୍କୁ ତାଙ୍କ ନେତୃତ୍ୱ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ


 

ବ୍ରିଟେନରେ ସାଧାରଣ ନିର୍ବାଚନ ପରେ ଦାୟିତ୍ୱ ଛାଡ଼ିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କୁ ତାଙ୍କ ନେତୃତ୍ୱ ଓ ଭାରତ–ବ୍ରିଟେନ ସମ୍ପର୍କ ପ୍ରତି ଅବଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:

ଧନ୍ୟବାଦ @RishiSunak ବ୍ରିଟେନରେ ତୁମର ପ୍ରଶଂସନୀୟ ନେତୃତ୍ୱ ପାଇଁ ଏବଂ କାର୍ଯ୍ୟକାଳ ମଧ୍ୟରେ ଭାରତ ଓ ବ୍ରିଟେନ ସମ୍ପର୍କକୁ ଦୃଢ଼ କରିବା ପାଇଁ ସକ୍ରିୟ ଅବଦାନ ପାଇଁ । ଭବିଷ୍ୟତ ପାଇଁ ତୁମକୁ ଓ ତୁମ ପରିବାରକୁ ଶୁଭେଚ୍ଛା” ।

SR