ପିଏମଇଣ୍ଡିଆ
ଶ୍ରୀଲଙ୍କାରେ ହୋଇଥିବା ଭୟଙ୍କର ବିସ୍ଫୋରଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ନିନ୍ଦା କରିଛନ୍ତି ।
“ଶ୍ରୀଲଙ୍କାରେ ହୋଇଥିବା ଭୟଙ୍କର ବିସ୍ଫୋରଣକୁ ଦୃଢ଼ ଭାବେ ନିନ୍ଦା କରୁଛି । ଆମ ଅଞ୍ଚଳରେ ଏପରି ବର୍ବରତାର ସ୍ଥାନ ନାହିଁ । ଶ୍ରୀଲଙ୍କାର ଜନସାଧାରଣଙ୍କ ସହିତ ଏକ ହୋଇ ଭାରତ ଦୃଢ଼ ଭାବେ ଠିଆ ହେଉଛି । ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
*****
Strongly condemn the horrific blasts in Sri Lanka. There is no place for such barbarism in our region. India stands in solidarity with the people of Sri Lanka. My thoughts are with the bereaved families and prayers with the injured.
— Chowkidar Narendra Modi (@narendramodi) April 21, 2019
ශ්රී ලංකාවේ සිදුවූ කුරිරු ත්රස්තවාදී ප්රහාරයන් ඉන්දියාව තරයේ හෙළා දකියි. ඉන්දියාව මෙම අවස්ථාවේදී ශ්රී ලංකා රජය සහ ජනතාව සමඟ සිටියි. ත්රස්තවාදයට එරෙහිව සටන් කළ යුතු බවත් ප්රහාරය සඳහා වගකිව යුත්තන් නීතිය හමුවට ගෙන ආ යුතු බවත් ඉන්දියාව අවධාරණය කර සිටියි.
— Chowkidar Narendra Modi (@narendramodi) April 21, 2019