ପିଏମଇଣ୍ଡିଆ
ମହାମହିମ,
ମୁଁ ଆପଣଙ୍କୁ ଭେଟି ଅତାନ୍ତ୍ୟ ଖୁସିଏବଂ ଆପଣ ଯେପରି କହିଛନ୍ତି, ଆମେ ୫ ବର୍ଷ ପରେ ଆନୁଷ୍ଠାନିକ ଭାବରେ ସାକ୍ଷାତ କରୁଛୁ।
ଆମେ ବିଶ୍ୱାସ କରୁ ଯେ ଭାରତ-ଚୀନ୍ ସମ୍ପର୍କର ଗୁରୁତ୍ୱ କେବଳ ଆମ ଲୋକଙ୍କ ପାଇଁ ନୁହେଁ ବରଂ
ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ପ୍ରଗତି ପାଇଁ ମଧ୍ୟ ଆମର ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ।
ମହାମହିମ,
ପାରସ୍ପରିକ ବିଶ୍ୱାସ, ପାରସ୍ପରିକ ସମ୍ମାନ ଏବଂ ପାରସ୍ପରିକ ସମ୍ବେଦନଶୀଳତା ଆମର ସମ୍ପର୍କର ଆଧାର ହେବା ଉଚିତ।
ଆଜି ଆମେ ଏହି ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାର ସୁଯୋଗ ପାଇଛୁ।
ମୁଁ ନିଶ୍ଚିତ ଯେ ଆମେ ଖୋଲା ମନରେ କଥା ହେବୁ ଏବଂ ଆମର ଆଲୋଚନା ଗୁରୁତ୍ୱପୂର୍ଣ ହେବ।
ଧନ୍ୟବାଦ।
ଅସ୍ୱୀକାର – ଏହା ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଆନୁମାନିକ ଅନୁବାଦ। ମୂଳ ମନ୍ତବ୍ୟ ହିନ୍ଦୀରେ ଦିଆଯାଇଥିଲା।
*****
SPD
Met President Xi Jinping on the sidelines of the Kazan BRICS Summit.
— Narendra Modi (@narendramodi) October 23, 2024
India-China relations are important for the people of our countries, and for regional and global peace and stability.
Mutual trust, mutual respect and mutual sensitivity will guide bilateral relations. pic.twitter.com/tXfudhAU4b