ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଫୁଟବଲ ଖେଳାଳି ସୁନୀଲ ଛେତ୍ରୀଙ୍କୁ ସକ୍ରିୟ ପୁରୁଷ ଅନ୍ତର୍ଜାତୀୟ ଖେଳାଳି ଭାବରେ ତୃତୀୟ ସର୍ବାଧିକ ସ୍କୋରର ମାନ୍ୟତା ନେଇ ଖୁସି ବ୍ୟକ୍ତ କରିଛନ୍ତି ।
ଫିଫା ବିଶ୍ୱକପର ଏକ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଧନ୍ୟବାଦ ସୁନୀଲ ଛେତ୍ରୀ! ଏହା ନିଶ୍ଚିତ ଭାବରେ ଭାରତରେ ଫୁଟବଲର ଲୋକପ୍ରିୟତା ବଢାଇବ । @chetrisunil11 ⚽️ IN“
Well done Sunil Chhetri! This will certainly boost football’s popularity in India. @chetrisunil11 ⚽️ https://t.co/Hh9pGtDhmh
— Narendra Modi (@narendramodi) September 28, 2022
HS
Well done Sunil Chhetri! This will certainly boost football’s popularity in India. @chetrisunil11https://t.co/Hh9pGtDhmh
— Narendra Modi (@narendramodi) September 28, 2022