ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଥିବା ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ଆୟୋଜିତ ରାଷ୍ଟ୍ରମଣ୍ଡଳର ବାଚସ୍ପତି ଏବଂ ପୀଠାସୀନ ଅଧିକାରୀମାନଙ୍କ ୨୮ତମ ସମ୍ମିଳନୀ (ସିଏସପିଓସି)ରେ ତାଙ୍କ ଅଭିଭାଷଣର ଝଲକ ସେୟାର କରିଛନ୍ତି।
ଏକ୍ସରେ ଅଲଗା ଅଲଗା ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
ନୂଆଦିଲ୍ଲୀରେ ରାଜ୍ୟଗୋଷ୍ଠୀ ରାଷ୍ଟ୍ରର ଅଧ୍ୟକ୍ଷ ଏବଂ ପୀଠାସୀନ ଅଧିକାରୀମାନଙ୍କ ୨୮ତମ ସମ୍ମିଳନୀରେ ବିଶ୍ୱ ସ୍ତରରେ ଭାରତର ଗଣତାନ୍ତ୍ରିକ ପରମ୍ପରାକୁ ସେୟାର କରିବା ଏକ ଅବିସ୍ମରଣୀୟ ଅନୁଭୂତି ଥିଲା
“ଗଣତାନ୍ତ୍ରିକ ଭାବନା ଆମ ଶିରାରେ, ଆମ ମନରେ ଏବଂ ଆମ ସଂସ୍କାରରେ ରହିଛି ଏବଂ ଆମେ ଏହି ସଂସ୍କାର ଆମ ଗଣତନ୍ତ୍ରରୁ ପାଇଛୁ।”
‘‘ ଆଜି, ଯେତେବେଳେ ବିଶ୍ୱ ଅଭୂତପୂର୍ବ ପରିବର୍ତ୍ତନ ଦେଇ ଗତି କରୁଛି, ଭାରତ ପ୍ରତ୍ୟେକ ମଞ୍ଚରେ ଦକ୍ଷିଣ ବିଶ୍ୱର ସ୍ୱାର୍ଥକୁ ଜୋରଦାର ଭାବରେ ସମର୍ଥନ କରୁଛି ।’’
HS
नई दिल्ली में राष्ट्रमंडल देशों के अध्यक्षों और पीठासीन अधिकारियों के 28वें सम्मेलन में भारत की लोकतांत्रिक परंपराओं को वैश्विक मंच पर साझा करना एक अविस्मरणीय अनुभव रहा। pic.twitter.com/O0TAlpYXsn
— Narendra Modi (@narendramodi) January 15, 2026
Democratic Spirit हमारी रगों में, हमारे मन में और हमारे संस्कारों में है और ये संस्कार हमें हमारे लोकतंत्र से मिले हैं। pic.twitter.com/xWzA2UA8ID
— Narendra Modi (@narendramodi) January 15, 2026
आज जब दुनिया अभूतपूर्व परिवर्तन के दौर से गुजर रही है, तब भारत हर प्लेटफॉर्म पर ग्लोबल साउथ के हितों को पूरी मजबूती से उठा रहा है। pic.twitter.com/I6JZYMUuWK
— Narendra Modi (@narendramodi) January 15, 2026