ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ 10,000 କୋଟି ଟଙ୍କାର ବ୍ୟୟବରାଦ ସହିତ ସର୍ବଭାରତୀୟ ସ୍ତରରେ ଅସଂଗଠିତ କ୍ଷେତ୍ର ଲାଗି ଏକ ନୂଆ କେନ୍ଦ୍ର ପ୍ରାୟୋଜିତ ଯୋଜନା “ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ଔପଚାରିକ ରୂପ ଦେବାର ଯୋଜନା (ଏଫଏମଇ)”କୁ ମଞ୍ଜୁରି ଦେଇଛନ୍ତି। ଏହି ଯୋଜନାର ବ୍ୟୟଭାର 60:40ରେ ଯଥାକ୍ରମେ କେନ୍ଦ୍ର ଓ ରାଜ୍ୟ ସରକାର ବହନ କରିବେ।
ଯୋଜନାର ବିବରଣୀ :
ଉଦ୍ଦେଶ୍ୟ:
ପ୍ରମୁଖ ବିଶେଷତ୍ବ
ସାମଗ୍ରିକ ଦୃଷ୍ଟିକୋଣ
ବ୍ୟକ୍ତିଗତ ସୂକ୍ଷ୍ମ ୟୂନିଟଗୁଡ଼ିକୁ ସହାୟତା:
ଏଫପିଓ/ଏସଏଚଜି/ସମବାୟ ସଂସ୍ଥାଗୁଡ଼ିକୁ ସହାୟତା:
କାର୍ଯ୍ୟାନ୍ବୟନ କାର୍ଯ୍ୟକ୍ରମ :
ପ୍ରଶାସନିକ ଓ କାର୍ଯ୍ୟାନ୍ବୟନ ବ୍ୟବସ୍ଥା
ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ନୋଡାଲ ବିଭାଗ ଓ ଏଜେନ୍ସି
ଜାତୀୟ ପୋର୍ଟାଲ ଓ ଏମଆଇଏସ
ସମନ୍ବୟ ଢାଞ୍ଚା
ପ୍ରଭାବ ଓ ରୋଜଗାର ସୃଷ୍ଟି :
Important decision of the Cabinet that will contribute to a vibrant food processing sector. It will also strengthen the efforts towards Atmanirbhar Bharat. https://t.co/HwPnPqYtiK
— Narendra Modi (@narendramodi) May 20, 2020