ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୌହାର୍ଦ୍ଦ୍ୟ, ପାରସ୍ପରିକ ବୁଝାମଣା ଏବଂ ସ୍ନେହର ଚିରନ୍ତନ ଜ୍ଞାନ ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ।
‘‘ସହୃଦୟଂ ସାଂମନସ୍ୟମବିଦ୍ବେଷଂ କୃଣୋମି ବଃ ।
ଅନ୍ୟୋ ଅନ୍ୟମଭି ହର୍ଯ୍ୟତ ବତ୍ସଂ ଜାତମିବାଧ୍ୟନ୍ୟା ।।’’
ଘୃଣା ମୁକ୍ତ ଏକ ସାଧାରଣ ହୃଦୟ ଏବଂ ଏକ ସହଭାଗୀ ମନ ସୃଷ୍ଟି କରିବାକୁ ଏବଂ ଗାଈ ଯେପରି ତା ‘ର ନବଜାତ ବାଛୁରୀକୁ ଲାଳନପାଳନ କରେ, ସେହିପରି ସ୍ନେହ ଏବଂ କୋମଳତାର ସହ ପରସ୍ପରର ଯତ୍ନ ନେବା ଏବଂ ଆଦର କରିବା ପାଇଁ ଏହା ଲୋକମାନଙ୍କୁ ଆହ୍ୱାନ କରେ।
ପ୍ରଧାନମନ୍ତ୍ରୀ ‘ଏକ୍ସ “ରେ ପୋଷ୍ଟ କରିଛନ୍ତି:
‘‘ସହୃଦୟଂ ସାଂମନସ୍ୟମବିଦ୍ବେଷଂ କୃଣୋମି ବଃ ।
ଅନ୍ୟୋ ଅନ୍ୟମଭି ହର୍ଯ୍ୟତ ବତ୍ସଂ ଜାତମିବାଧ୍ୟନ୍ୟା ।।’’
HS
सहृदयं सांमनस्यमविद्वेषं कृणोमि वः।
— Narendra Modi (@narendramodi) September 15, 2026
अन्यो अन्यमभि हर्यत वत्सं जातमिवाघ्न्या॥ pic.twitter.com/yXtOZGM2jz