Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହାନକକ୍ ପ୍ରସ୍ପେକ୍ଟିଭ ଗ୍ରୁପ ରୟହିଲ୍‌, ଏସ. କିଡ଼ମ୍ୟାନ ଆଣ୍ଡ କମ୍ପାନୀର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀମତୀ ଜିନା ରାଇନହାଟ ଏଓଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

ହାନକକ୍ ପ୍ରସ୍ପେକ୍ଟିଭ ଗ୍ରୁପ ରୟହିଲ୍‌, ଏସ. କିଡ଼ମ୍ୟାନ ଆଣ୍ଡ କମ୍ପାନୀର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀମତୀ ଜିନା ରାଇନହାଟ ଏଓଙ୍କ ସହିତ  ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ସିଡନୀରେ 23 ମଇ 2023ରେ ହାନକକ୍ ପ୍ରସ୍ପେକ୍ଟିଭ ଗ୍ରୁପ ରୟହିଲ୍‌, ଏସ. କିଡ଼ମ୍ୟାନ ଆଣ୍ଡ କମ୍ପାନୀର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀମତୀ ଜିନା ରାଇନହାଟ ଏଓଙ୍କୁ ସାକ୍ଷାତ କରିଛନ୍ତି ।

ଏହି ସାକ୍ଷାତ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଭାରତରେ ଖଣିଜ ଏବଂ ଖଣିଜ ଖନନ କ୍ଷେତ୍ରରେ ପ୍ରାଦ୍ୟୋଗିକି, ନିବେଶ ଏବଂ ଦକ୍ଷତା ବିକାଶ ଆଦି ପରିବର୍ତନକାରୀ ସଂସ୍କାର ଏବଂ ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ଏହି କ୍ଷେତ୍ରରେ ଭାରତର ସହଭାଗୀ ହେବା ପାଇଁ ପ୍ରଧାନମନ୍ତ୍ରୀ ଆମନ୍ତ୍ରିତ କରିଛନ୍ତି ।

*****

AH