Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ୟୁଏଇ ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ

ୟୁଏଇ ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ବିମାନବନ୍ଦରରେ ୟୁ. ଏ. ଇ. ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କୁ ସ୍ୱାଗତ କରିଥିଲେ। 
ଏକ୍ସ ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି: 
“ୟୁ. ଏ. ଇ. ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ୍ ଜାୟେଦ ଅଲ ନାହ୍ୟାନଙ୍କୁ ସ୍ୱାଗତ କରିବା ପାଇଁ ମୁଁ ବିମାନବନ୍ଦରକୁ ଯାଇଥିଲି। ତାଙ୍କର ଏହି ଗସ୍ତ ଏକ ସୁଦୃଢ଼ ଭାରତ-ୟୁ. ଏ. ଇ. ବନ୍ଧୁତ୍ୱ ପ୍ରତି ତାଙ୍କର ଗୁରୁତ୍ୱକୁ ଦର୍ଶାଉଛି। ଆମର ଆଲୋଚନାକୁ ଅପେକ୍ଷା କରିଛୁ। 
@MohamedBinZayed”
HS