Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶାସନରେ କାନ୍ତି ଏବଂ ଉନ୍ନତିମୂଳକ ସେବା ବିତରଣ ପାଇଁ ଭାରତ ଜ୍ଞାନକୌଶଳ ଗ୍ରହଣ କରିଛି: ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଅଭିବୃଦ୍ଧି ପାଇଁ ଜ୍ଞାନକୌଶଳର ୯ ବର୍ଷ’ ଉପରେ ପ୍ରବନ୍ଧ, ଭିଡିଓ, ଗ୍ରାଫିକ୍ସ ଏବଂ ସୂଚନା ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

“ଶାସନରେ କ୍ରାନ୍ତି ଏବଂ ଉନ୍ନତ ସେବା ବିତରଣରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଭାରତ ବୈଷୟିକ ଜ୍ଞାନକୌଶଳ ଗ୍ରହଣ କରିଛି । ଜ୍ଞାନକୌଶଳ ଲୋକଙ୍କ ଜୀବନରେ ଦକ୍ଷତା ଏବଂ ସୁବିଧା ଆଣିଛି । ଏହା ଏକ ଡିଜିଟାଲ୍ ସଶକ୍ତ ଭାରତ ଗଠନ ପାଇଁ ପ୍ରୟାସକୁ ମଧ୍ୟ ଆଗକୁ ନେଇଛି । ।  #9YearsOfTechForGrowth“

HS