Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ବ୍ରାଜିଲରେ ଭାରତୀୟ ସମୁଦାୟ ଦ୍ୱାରା ଅଭୂତପୂର୍ବ ସମ୍ବର୍ଦ୍ଧନାକୁ ପ୍ରଶଂସା କଲେ

ପ୍ରଧାନମନ୍ତ୍ରୀ ବ୍ରାଜିଲରେ ଭାରତୀୟ ସମୁଦାୟ ଦ୍ୱାରା ଅଭୂତପୂର୍ବ ସମ୍ବର୍ଦ୍ଧନାକୁ ପ୍ରଶଂସା କଲେ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଦ୍ୱାରା ରିଓ ଡି ଜେନେରିଓରେ ଦିଆଯାଇଥିବା ଅଭୂତପୂର୍ବ ସମ୍ବର୍ଦ୍ଧନାକୁ ପ୍ରଶଂସା କରିଛନ୍ତି ସେମାନେ କିପରି ଭାବେ ଭାରତୀୟ ସଂସ୍କୃତି ସହ ଯୋଡ଼ି ହୋଇ ରହିଛନ୍ତି ଏବଂ ଭାରତର ବିକାଶ ପ୍ରତି କେତେ ଭାବୁକ ତାହା ଦେଖି ଶ୍ରୀ ମୋଦୀ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଶ୍ରୀ ମୋଦୀ ସ୍ୱାଗତ କାର୍ଯ୍ୟକ୍ରମର କିଛି ଝଲକ ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି:

ବ୍ରାଜିଲରେ ଥିବା ପ୍ରବାସୀ ଭାରତୀୟ ମାନେ ଅଭୂତପୂର୍ବ ସ୍ୱାଗତ ସମ୍ବର୍ଦ୍ଧନା ଦେଲେ ଏହା ଆଶ୍ଚର୍ଯ୍ୟର କଥା କି ସେମାନେ ଭାରତୀୟ ସଂସ୍କୃତି ସହ କିଭଳି ଭାବେ ଯୋଡ଼ି ହୋଇ ରହିଛନ୍ତି ଏବଂ ଭାରତର ବିକାଶ ପ୍ରତି ମଧ୍ୟ ଭାବୁକ ଅଛନ୍ତି ସ୍ୱାଗତ ସମ୍ବର୍ଦ୍ଧନାର କିଛି ଝଲକ ଏଠାରେ….”

SR