Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରତିଷ୍ଠା ଦିବସ ଅବସରରେ ସିଆରପିଏଫ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସିଆର୍ପିଏଫର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ସିଆରପିଏଫ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ମୋଦୀ କହିଛନ୍ତି, “ସିଆର୍ପିଏଫ୍ କର୍ମଚାରୀମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ସେମାନଙ୍କର କର୍ତ୍ତବ୍ୟ, ସାହସ ଏବଂ ଦୃଢ଼ ପ୍ରତିବଦ୍ଧତା ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ସମସ୍ତ ସିଆରପିଏଫ କର୍ମଚାରୀମାନଙ୍କୁ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଏହି ବାହିନୀ ଆମର ସୁରକ୍ଷା ବ୍ୟବସ୍ଥାରେ ବିଶେଷକରି ଆଭ୍ୟନ୍ତରୀଣ ସୁରକ୍ଷା ସହିତ ଜଡିତ ଆହ୍ୱାନପୂର୍ଣ୍ଣ ଦିଗଗୁଡିକରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ସିଆର୍ପିଏଫ କର୍ମଚାରୀମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ସେମାନଙ୍କର କର୍ତ୍ତବ୍ୟ, ସାହସ ଏବଂ ଦୃଢ଼ ପ୍ରତିବଦ୍ଧତା ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ କରିଛନ୍ତି ମାନବୀୟ ଆହ୍ୱାନ ଉପରେ ବିଜୟ ହାସଲ କରିବାରେ ସେମାନଙ୍କର ଅବଦାନ ମଧ୍ୟ ପ୍ରଶଂସନୀୟ

@crpfindia

 

SR