ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋଥାଲରେ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପେ୍ଲକ୍ସର ପ୍ରଗତି ସମୀକ୍ଷା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ସମ୍ପୂର୍ଣ୍ଣ ହେବା ପରେ, ଏହା ବିଶ୍ୱର ସର୍ବବୃହତ ସାମୁଦ୍ରିକ ସଂଗ୍ରହାଳୟ ହେବ । ଏହା ପର୍ଯ୍ୟଟନ, ଗବେଷଣା, ଶିକ୍ଷା ଏବଂ ଦକ୍ଷତା ବିକାଶର କେନ୍ଦ୍ର ଭାବରେ କାର୍ଯ୍ୟ କରିବା ସହିତ ଭାରତର ପ୍ରାଚୀନ ସାମୁଦ୍ରିକ ପରମ୍ପରାକୁ ପ୍ରଦର୍ଶିତ କରିବ ।”
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଲୋଥାଲରେ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପେ୍ଲକ୍ସର ପ୍ରଗତିର ସମୀକ୍ଷା କରିଛି । ସମାପ୍ତ ହେବା ପରେ, ଏହା ବିଶ୍ୱର ସର୍ବବୃହତ ସାମୁଦ୍ରିକ ସଂଗ୍ରହାଳୟ ହେବ । ଏହା ପର୍ଯ୍ୟଟନ, ଗବେଷଣା, ଶିକ୍ଷା ଏବଂ ଦକ୍ଷତା ବିକାଶର କେନ୍ଦ୍ର ଭାବରେ କାର୍ଯ୍ୟ କରିବା ସହିତ ଭାରତର ପ୍ରାଚୀନ ସାମୁଦ୍ରିକ ପରମ୍ପରାକୁ ପ୍ରଦର୍ଶିତ କରିବ ।”
SR
Reviewed the progress of the National Maritime Heritage Complex at Lothal. Once completed, it will be the world's largest maritime museum. It will showcase India's ancient maritime traditions while serving as a hub for tourism, research, education and skill development. pic.twitter.com/D3YWxkegNJ
— Narendra Modi (@narendramodi) September 20, 2025