Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗିର ଏବଂ ଏସୀୟ ସିଂହ ଉପରେ ପରିମଲ ନାଥୱାନୀଙ୍କ ପୁସ୍ତକ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭା ସଦସ୍ୟ ପରିମଲ ନାଥୱାନୀଙ୍କ ଦ୍ୱାରା ଗିର ଏବଂ ଏସୀୟ ସିଂହ ଉପରେ ଏକ କଫି ଟେବୁଲ ପୁସ୍ତକ କଲ୍ ଅଫ୍ ଦି ଗିରଗ୍ରହଣ କରିଥିଲେ।

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ପୁସ୍ତକ ପରିମଲ ନାଥୱାନୀ ପ୍ରଦାନ କରିଥିଲେ

 ଏକ ଏକ୍ସ” ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ପରିମ ଭାଇ, ଆପଣଙ୍କୁ ଭେଟି ଏବଂ ଗିର୍ ଉପରେ ଆପଣଙ୍କ କାର୍ଯ୍ୟର ଏକ ପୁସ୍ତକ ପାଇ ଖୁସିହେଲି  ବନ୍ୟଜନ୍ତୁ ପ୍ରତି ଆପଣଙ୍କସବୁବେଳେ ଭଲ ପାଇବା ରହିଛି ବୋଲି ମୁଁ ଜାଣିଛି ଏହି ପୁସ୍ତକ ନିଶ୍ଚିତ ଭାବରେ ରାଜଶି ଗିର୍ ସିଂହ ପ୍ରତି ଆଗ୍ରହୀ ଥିବା ଲୋକମାନଙ୍କୁ ସାହାଯ୍ୟ କରିବ |

******

NS/SLP