Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ମହାକାଶ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ମହାକାଶ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଆହୁରି ବଡ଼ ସ୍ୱପ୍ନ ଦେଖିବା, ଅଧିକ ଉଦ୍ଭାବନ କରିବା ଏବଂ ନୂତନ ସୀମାକୁ ଆଗକୁ ବଢାଇବା ପାଇଁ ଆହ୍ୱାନ କରିଥିଲେ

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

ଜାତୀୟ ମହାକାଶ ଦିବସର ଶୁଭେଚ୍ଛା! 🛰️

ଏଠାରେ ଆହୁରି ବଡ଼ ସ୍ୱପ୍ନ ଦେଖିବା, ଅଧିକ ଉଦ୍ଭାବନ କରିବା ଏବଂ ନୂତନ ସୀମାକୁ ଆଗକୁ ବଢ଼ାଇବା ………. “

HS