ପିଏମଇଣ୍ଡିଆ
(କ). ବୁଝାମଣାପତ୍ର / ଆଗ୍ରହ ପତ୍ର / ଚୁକ୍ତିନାମା
|
୧. |
ସ୍ଥାନାନ୍ତରଣ ଏବଂ ଗତିଶୀଳତା ଭାଗୀଦାରୀ ଉପରେ ବୁଝାମଣାପତ୍ର |
ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ସମାନ ବ୍ୟବହାର ନୀତି ଆଧାରରେ ସ୍ଥାନାନ୍ତରଣ ଓ ଗତିଶୀଳତା କ୍ଷେତ୍ରରେ ସହଯୋଗ ବିକାଶ କରିବା ଏବଂ ଜାତୀୟ ଆଇନ୍ ଅନୁଯାୟୀ ଅନିୟମିତ ସ୍ଥାନାନ୍ତରଣ, ମାନବ ଶୋଷଣ ତଥା ମାନବ ଚାଲାଣକୁ ରୋକିବା ଓ ମୁକାବିଲା କରିବା। ଏଥିରେ ୫ ବର୍ଷ ପର୍ଯ୍ୟନ୍ତ ‘ମଲ୍ଟିପଲ୍-ଏଣ୍ଟ୍ରି’(ଏକାଧିକ ଥର ପ୍ରବେଶ ଅନୁମତି) ଭିସା, ଯେଉଁଥିରେ ପ୍ରତ୍ୟେକ ଯାତ୍ରା ସମୟରେ ୬ ମାସ ପର୍ଯ୍ୟନ୍ତ ରହିବାର ସୁବିଧା ରହିଛି ଏବଂ ନବୀକରଣଯୋଗ୍ୟ ୧ବର୍ଷିଆ ଛାତ୍ର ଅନୁମତି ପତ୍ରର ବ୍ୟବସ୍ଥା ରହିଛି । |
|
୨. |
ଯୁବ ବୃତ୍ତିଜୀବୀ (ୱାଇପିଏସ୍)ଙ୍କ ଆଦାନପ୍ରଦାନ ସମ୍ବନ୍ଧୀୟ ଚୁକ୍ତିନାମା |
ଏହି ଚୁକ୍ତିନାମାର ଲକ୍ଷ୍ୟ ହେଉଛି ଅନ୍ୟ ଦେଶରେ ଅସ୍ଥାୟୀ ନିଯୁକ୍ତି ଗ୍ରହଣ କରୁଥିବା ଯୁବ ବୃତ୍ତିଜୀବୀମାନଙ୍କର ଆଦାନପ୍ରଦାନ ପ୍ରକ୍ରିୟାକୁ ପରିଚାଳନା କରିବା, ଯାହା ଦ୍ୱାରା ସେମାନେ ନିଜ କ୍ଷେତ୍ରରେ ବୃତ୍ତିଗତ ଓ ଭାଷାଗତ ଦକ୍ଷତା ବୃଦ୍ଧି କରିପାରିବେ । ୱାଇପିଏସ୍ ଅଧୀନରେ ପ୍ରତ୍ୟେକ ଦେଶରୁ ବାର୍ଷିକ ୩୦୦ ଜଣ ବ୍ୟକ୍ତିଙ୍କ ଆଦାନପ୍ରଦାନର ବ୍ୟବସ୍ଥା ରହିଛି (ଯାହା ପରବର୍ତ୍ତୀ ସମୟରେ ୫୦୦କୁ ବୃଦ୍ଧି କରାଯାଇପାରେ) ଏବଂ ଏଥିରେ ଅନ୍ୟାନ୍ୟ ବ୍ୟବସ୍ଥା ସହିତ ନାଗରିକତ୍ୱ ତଥା ବାସସ୍ଥାନ ସ୍ଥିତି ଯାଞ୍ଚ ପାଇଁ ୩୦/୯୦ ଦିନର ସମୟସୀମା ନିର୍ଦ୍ଧାରଣ କରାଯାଇଛି । |
|
୩. |
ସଂଘୀୟ ଅର୍ଥନୈତିକ ବ୍ୟାପାର, ଶିକ୍ଷା ଏବଂ ଗବେଷଣା ବିଭାଗ ଏବଂ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମଧ୍ୟରେ ଚିହ୍ନଟ କ୍ଷେତ୍ରରେ ପରିବହନ ପ୍ରଯୁକ୍ତିବିଦ୍ୟା, ଗତିଶୀଳତା ପ୍ରଣାଳୀ ଏବଂ ଭିତ୍ତିଭୂମି ଉପରେ ପ୍ରୋତ୍ସାହନ ତଥା ସହଯୋଗ ପାଇଁ ବୁଝାମଣାପତ୍ର |
ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ସ୍ଥାୟୀ ଭିତ୍ତିଭୂମି ବିକାଶରେ ସହଯୋଗକୁ ପ୍ରୋତ୍ସାହିତ କରିବା, ଯାହାର ଲକ୍ଷ୍ୟ ହେଉଛି ବୈଦ୍ୟୁତିକ ଯାନବାହନ, ରୋପୱେ, ବୃତ୍ତାକାର ଅର୍ଥନୀତି, ସୁଡଙ୍ଗ ଏବଂ ଅନ୍ୟାନ୍ୟ ପରିବହନ କ୍ଷେତ୍ର ଭଳି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏବଂ ଭିତ୍ତଭୂମିକୁ ଉନ୍ନତ କରି ପରିବହନ ଏବଂ ଗତିଶୀଳତା ପ୍ରଣାଳୀ ଉପରେ ଧ୍ୟାନ ଦିଆଯିବ। |
|
୪. |
ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (ଡିଏସ୍ଟି) ଏବଂ ସ୍ୱିସ୍ ନ୍ୟାଶନାଲ ସାଇନ୍ସ ଫାଉଣ୍ଡେସନ୍ (ଏସ୍ଏନ୍ଏସ୍ଏଫ୍) ମଧ୍ୟରେ ଆଗ୍ରହ ପତ୍ର (ଏଲ୍ଓଆଇ) |
ଏଲ୍ଓଆଇର ଲକ୍ଷ୍ୟ ହେଉଛି ଅନୁସନ୍ଧାନମୂଳକ ବୈଜ୍ଞାନିକ ସହଯୋଗକୁ ସମର୍ଥନ କରି, ଭବିଷ୍ୟତର ମିଳିତ ଗବେଷଣା ପାଇଁ ସହଭାଗୀତା ନିର୍ମାଣ କରି ଏବଂ ପାରସ୍ପରିକ ସହମତ ପ୍ରାଥମିକତା କ୍ଷେତ୍ରଗୁଡିକରେ ଦୀର୍ଘକାଳୀନ ପଦକ୍ଷେପଗୁଡିକୁ ବଜାୟ ରଖିବା ପାଇଁ ଏକ ବ୍ୟାପକ ଢ଼ାଞ୍ଚା ପ୍ରତିଷ୍ଠା କରି ଭାରତୀୟ ଏବଂ ସ୍ୱିସ୍ ଗବେଷଣା ସମ୍ପ୍ରଦାୟ ମଧ୍ୟରେ ଦୀର୍ଘକାଳୀନ ସହଯୋଗକୁ ପ୍ରୋତ୍ସାହିତ କରିବା । |
|
୫. |
ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (ଡିଏସ୍ଟି) ଏବଂ ଜୁରିକ୍ ୟୁନିଭର୍ସିଟି ଅଫ୍ ଆପ୍ଲାଏଡ୍ ସାଇନ୍ସ ମଧ୍ୟରେ ନବାଚାର, ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଏବଂ ଉଦ୍ୟୋଗିତାରେ ସହଯୋଗ ପାଇଁ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା (ଆଇଏ) |
ଆଇଏର ଉଦ୍ଦେଶ୍ୟ ହେଉଛି ଦ୍ୱିପାକ୍ଷିକ ବିନିମୟ, ମିଳିତ କର୍ମଶାଳା, ଦକ୍ଷତା ନିର୍ମାଣ ଏବଂ ନେଟୱାର୍କିଂ ମାଧ୍ୟମରେ ପ୍ରାରମ୍ଭିକ ପର୍ଯ୍ୟାୟ ଷ୍ଟାର୍ଟଅପ୍ ପାଇଁ ଇଣ୍ଡିଆ–ସ୍ୱିସ୍ ଏକାଡେମିଆ–ଇଣ୍ଡଷ୍ଟ୍ରି ଟ୍ରେନିଂ (ଏଆଇଟି ଇଣ୍ଡିଆ) କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରି ନବାଚାର, ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଏବଂ ଉଦ୍ୟୋଗିତାରେ ଦ୍ୱିପାକ୍ଷିକ ସହଯୋଗ ସ୍ଥାପନ କରିବା । |
କ୍ରମିକ ସଂଖ୍ୟା | ଆଶା କରାଯାଉଥିବା ଫଳାଫଳ | ବିବରଣୀ |
|---|
(ଖ). ଘୋଷଣା
|
କ୍ରମିକ ସଂଖ୍ୟା |
ଘୋଷଣା |
|
୧. |
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ ‘ଇଣ୍ଡୋ–ସ୍ୱିସ୍ ରିସର୍ଚ୍ଚ ଫ୍ଲାଗସିପ୍’ କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନ |
SR
Addressing the press meet with Mr. Guy Parmelin, President of the Swiss Confederation. @ParmelinG https://t.co/Om5YLt3pcY
— Narendra Modi (@narendramodi) October 5, 2026
We also discussed deeper cooperation in sectors like health, clean energy, space, Yoga and Ayurveda. India and Switzerland share a strong commitment to democracy, dialogue and diplomacy. We will continue working together for global peace and stability. https://t.co/136O79i378
— Narendra Modi (@narendramodi) October 5, 2026
In our talks today, President Guy Parmelin and I discussed ways to take the India-Switzerland partnership forward across key areas like: Trade and investment, especially in the wake of the India-EFTA agreement. Defence production Nuclear energy Infrastructure and mobility Science, technology and innovation Opportunities for students and professionals @ParmelinG
— Narendra Modi (@narendramodi) October 5, 2026
हमने भारत और यूरोपियन फ्री ट्रेड एसोसिएशन, यानि “एफ्टा” देशों के बीच, एक ऐतिहासिक ट्रैड एण्ड इकनॉमिक पार्ट्नर्शिप एग्रीमेंट लागू किया। यह यूरोप के किसी भी economic bloc के साथ भारत का पहला FTA है: PM @narendramodi
— PMO India (@PMOIndia) October 5, 2026
हमने भारत के exports का स्विट्ज़रलैंड में मार्केट एक्सेस बढ़ाने, और दोनों देशों के बीच इनवेस्टमेंट को और सुगम बनाने के लिए कई महत्वपूर्ण निर्णय लिए हैं। इससे भारत के ऐग्रिकल्चर, फार्मा, textile और engineering goods का स्विट्ज़रलैंड में निर्यात बढ़ेगा। साथ-साथ, भारत के बायोटेक, लाइफ साइंसेज़, बैंकिंग, इन्श्योरेन्स, फूड प्रोसेसिंग और सस्टे-निबिलिटी जैसे महत्वपूर्ण क्षेत्रों में हम नए स्विस इनवेस्टमेंट को आकर्षित करेंगे: PM @narendramodi
— PMO India (@PMOIndia) October 5, 2026
People-to-people ties हमारी पार्ट्नर्शिप की सबसे बड़ी ताकत है। आज हुए माइग्रेशन और मोबिलिटी पार्टनरशिप एग्रीमेंट और यंग प्रोफेशनल्स एग्रीमेंट से, भारत के students, researchers, professionals और युवाओं के लिए स्विट्ज़रलैंड में कई नए अवसर खुलेंगे: PM @narendramodi
— PMO India (@PMOIndia) October 5, 2026
भारत और स्विट्ज़रलैंड, दोनों डेमोक्रेटिक वैल्यूज़, rule of law, डायलॉग और डिप्लोमेसी में विश्वास रखते हैं। हम ग्लोबल पीस और स्टेबिलिटी के लिए मिलकर काम करते रहेंगे। यूक्रेन हो या पश्चिमी एशिया, भारत शांति की दिशा में किए जाने वाले हर सार्थक प्रयास का समर्थन करता रहा है। हम इस बात पर भी एकमत हैं कि बढ़ते हुए ग्लोबल challenges के समाधान के लिए Global institutions में रिफॉर्म अनिवार्य है: PM @narendramodi
— PMO India (@PMOIndia) October 5, 2026