ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ୟମାନଙ୍କୁ ଆତ୍ମନିର୍ଭରଶୀଳତା ଏବଂ ସେବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ।
‘‘ସ୍ବାଧୀନୈବ ସମୃଦ୍ଧିର୍ଜନୋପଜିବ୍ୟତ୍ବମୁଛ୍ରୟରଚ୍ଛୟା ।
ସପ୍ତୁଂସେ ମରୁଭୂରିବ ଜୀବନମାତ୍ରଂ ସମାସାୟମ୍ ।।’’
ଏହା ଏହି ବାର୍ତ୍ତା ପ୍ରଦାନ କରେ ଯେ ପ୍ରକୃତ ସମୃଦ୍ଧି ଆତ୍ମନିର୍ଭରଶୀଳତାରେ ନିହିତ ଥିବାବେଳେ ପ୍ରକୃତ ଉନ୍ନତି ଅନ୍ୟମାନଙ୍କ ପାଇଁ ଜୀବିକା ଏବଂ ସହାୟତାର ଉତ୍ସ ହେବାରେ ନିହିତ ।
ପ୍ରଧାନମନ୍ତ୍ରୀ ‘ଏକ୍ସ “ରେ ପୋଷ୍ଟ କରିଛନ୍ତି:
‘‘ସ୍ବାଧୀନୈବ ସମୃଦ୍ଧିର୍ଜନୋପଜିବ୍ୟତ୍ବମୁଛ୍ରୟରଚ୍ଛୟା ।
ସପ୍ତୁଂସେ ମରୁଭୂରିବ ଜୀବନମାତ୍ରଂ ସମାସାୟମ୍ ।।’’
HS
स्वाधीनैव समृद्धिर्जनोपजीव्यत्वमुच्छ्रयश्छाया।
— Narendra Modi (@narendramodi) September 18, 2026
सत्पुंसो मरुभूरिव जीवनमात्रं समाशास्यम्॥ pic.twitter.com/KTlxVofSBs