Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉପରାଷ୍ଟ୍ରପତି ଥିରୁ ସି. ପି. ରାଧାକ୍ରିଷ୍ଣନ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ଅବସରରେ କୃତଜ୍ଞତା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉପରାଷ୍ଟ୍ରପତି ଥିରୁ ସି. ପି. ରାଧାକ୍ରିଷ୍ଣନ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଏବଂ ଚିନ୍ତାଶୀଳ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି। “ଆମେ ନୂତନ ଶକ୍ତି ସହିତ କାର୍ଯ୍ୟ ଜାରି ରଖିବୁ ଏବଂ ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ କରିବା ପାଇଁ ସଂକଳ୍ପ ନେବୁ, ବିକାଶର ଫଳ ଦେଶର କୋଣ ଅନୁକୋଣରେ ପହଞ୍ଚିବା ସୁନିଶ୍ଚିତ କରିବା ଏବଂ ଏକ ବିକାଶ ଭାରତ ଗଠନ ପାଇଁ ଆମର ସାମୂହିକ ସଂକଳ୍ପକୁ ପୂରଣ କରିବା”, ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି।

ଶ୍ରୀ ମୋଦୀ ଏକ୍ସ ’ରେ ପୋଷ୍ଟ କରିଛନ୍ତି:

ଆପଣଙ୍କ ଉଷ୍ମ ଏବଂ ଚିନ୍ତାଶୀଳ ଶୁଭେଚ୍ଛା ପାଇଁ ଧନ୍ୟବାଦ, ଉପରାଷ୍ଟ୍ରପତି ଥିରୁ ସି. ପି. ରାଧାକ୍ରିଷ୍ଣନ ଜୀ।

ଆମେ ନୂତନ ଶକ୍ତି ସହିତ କାର୍ଯ୍ୟ ଜାରି ରଖିବୁ ଏବଂ ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ କରିବା ପାଇଁ ସଂକଳ୍ପ ନେବୁ, ଏହା ସୁନିଶ୍ଚିତ କରିବା ଯେ ବିକାଶର ଫଳ ଦେଶର କୋଣ ଅନୁକୋଣରେ ପହଞ୍ଚିବ ଏବଂ ଏକ ବିକଶିତ ଭାରତ ଗଠନ ପାଇଁ ଆମର ସାମୂହିକ ସଂକଳ୍ପକୁ ପୂରଣ କରିବ।

@CPR_VP

HS