ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଜ୍ଞାନ ଉପରେ ଆଲୋକପାତ କରିଛନ୍ତି ଯାହା ବ୍ୟକ୍ତିଗତ ଏବଂ ଜାତୀୟ ପ୍ରଗତିର କେନ୍ଦ୍ରରେ ଆତ୍ମ-ଶୃଙ୍ଖଳା ଏବଂ ଆତ୍ମନିର୍ଭରଶୀଳତାକୁ ସ୍ଥାନ ଦେଇଥାଏ।
ଏକ ଶାସ୍ତ୍ରୀୟ ସଂସ୍କୃତ ଉକ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ନିର୍ଭରଶୀଳତା ଦୁଃଖକୁ ଜନ୍ମ ଦେଇଥାଏ, ଯେତେବେଳେ କି ନିଜ କାର୍ଯ୍ୟ ଉପରେ ନିପୁଣତା ସ୍ଥାୟୀ ସୁଖକୁ ନେଇଥାଏ।
ଏକ୍ସ ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ସଂସ୍କୃତରେ ଲେଖିଛନ୍ତି:
‘‘ ସର୍ବ ପରବଶଂ ଦୁଃଖଂ ସର୍ବମାତ୍ମବଶଂ ସୁଖମ୍ ।
ଏତଦ୍ ବିଧାତ୍ ସମାସେନ ଲକ୍ଷଣଂ ସୁଖଦୁଃଖୟେ ।।’’
HS
सर्वं परवशं दुःखं सर्वमात्मवशं सुखम्।
— Narendra Modi (@narendramodi) December 15, 2025
एतद् विद्यात् समासेन लक्षणं सुखदुःखयोः॥ pic.twitter.com/519XHslFd4