ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭା ସଦସ୍ୟ ପରିମଲ ନାଥୱାନୀଙ୍କ ଦ୍ୱାରା ଗିର ଏବଂ ଏସୀୟ ସିଂହ ଉପରେ ଏକ କଫି ଟେବୁଲ ପୁସ୍ତକ ‘କଲ୍ ଅଫ୍ ଦି ଗିର’ ଗ୍ରହଣ କରିଥିଲେ।
ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ପୁସ୍ତକ ପରିମଲ ନାଥୱାନୀ ପ୍ରଦାନ କରିଥିଲେ।
ଏକ ‘ଏକ୍ସ” ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପରିମଲ ଭାଇ, ଆପଣଙ୍କୁ ଭେଟି ଏବଂ ଗିର୍ ଉପରେ ଆପଣଙ୍କ କାର୍ଯ୍ୟର ଏକ ପୁସ୍ତକ ପାଇ ଖୁସିହେଲି। ବନ୍ୟଜନ୍ତୁ ପ୍ରତି ଆପଣଙ୍କର ସବୁବେଳେ ଭଲ ପାଇବା ରହିଛି ବୋଲି ମୁଁ ଜାଣିଛି। ଏହି ପୁସ୍ତକ ନିଶ୍ଚିତ ଭାବରେ ରାଜଶି ଗିର୍ ସିଂହ ପ୍ରତି ଆଗ୍ରହୀ ଥିବା ଲୋକମାନଙ୍କୁ ସାହାଯ୍ୟ କରିବ |
******
NS/SLP
Glad to have met you, Parimal Bhai and received a copy of your work on Gir. I’ve always known you as someone passionate about wildlife and this work will surely help all those interested in the majestic Gir Lion. @mpparimal https://t.co/mRKPOtK43D
— Narendra Modi (@narendramodi) July 31, 2024