ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ମହାକାଶ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି ବଡ଼ ସ୍ୱପ୍ନ ଦେଖିବା, ଅଧିକ ଉଦ୍ଭାବନ କରିବା ଏବଂ ନୂତନ ସୀମାକୁ ଆଗକୁ ବଢାଇବା ପାଇଁ ଆହ୍ୱାନ କରିଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
“ଜାତୀୟ ମହାକାଶ ଦିବସର ଶୁଭେଚ୍ଛା! 🛰️
ଏଠାରେ ଆହୁରି ବଡ଼ ସ୍ୱପ୍ନ ଦେଖିବା, ଅଧିକ ଉଦ୍ଭାବନ କରିବା ଏବଂ ନୂତନ ସୀମାକୁ ଆଗକୁ ବଢ଼ାଇବା ………. “
HS
Happy National Space Day!
— Narendra Modi (@narendramodi) August 23, 2026
Here’s to dreaming even bigger, innovating more and pushing newer frontiers.... pic.twitter.com/ZebTBth2bA