Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ମାଞ୍ଚେଷ୍ଟର ଆତଙ୍କବାଦୀ ଆକ୍ରମଣ ପରେ ବ୍ରିଟେନକୁ ଜଣାଇଲେ ସମବେଦନା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ସୁଶ୍ରୀ ତେରେସା ମେ ଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ମାଞ୍ଚେଷ୍ଟର ଆତଙ୍କବାଦୀ ଆକ୍ରମଣ ପରେ ସେ ବ୍ରିଟେନ ସହ ଭାରତର ଐକ୍ୟତା ପ୍ରକାଶ କରିଛନ୍ତି ।

“ମାଞ୍ଚେଷ୍ଟର ଆତଙ୍କବାଦୀ ଆକ୍ରମଣ ପରେ ମୁଁ @ତେରେସା ମେ ଙ୍କ ସହ @Number10govରେ କଥାବାର୍ତ୍ତା ହେଲି ଏବଂ ଆମର ବ୍ରିଟେନ ସହ ସଂହତି ଜଣାଇଲି । ଆମେ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ ହୋଇ ଛିଡା ହୋଇଛୁ”, ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଟ୍ଵିଟରେ ପ୍ରକାଶ କରିଛନ୍ତି ।

****