Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତକୁ କୃଷି କ୍ଷେତ୍ରରେ ଆତ୍ମନିର୍ଭର କରିବା ଦିଗରେ ପ୍ରଫେସର ଏମଏସ୍ ସ୍ବାମୀନାଥନଙ୍କ ଯୋଗଦାନ ଉପରେ ତାଙ୍କର ବିଚାର ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତକୁ କୃଷି କ୍ଷେତ୍ରରେ ଆତ୍ମନିର୍ଭର କରିବା ଦିଗରେ ପ୍ରଫେସର ଏମଏସ୍ ସ୍ବାମୀନାଥନଙ୍କ ଯୋଗଦାନ ଉପରେ ନିଜର ବିଚାର ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି :

‘‘ଭାରତକୁ କୃଷି କ୍ଷେତ୍ରରେ ଆତ୍ମନିର୍ଭର କରିବା ଦିଗରେ ପ୍ରଫେସର ଏମଏସ୍ ସ୍ବାମୀନାଥନଙ୍କ ଅମୂଲ୍ୟ ଯୋଗଦାନ ଉପରେ କିଛି ବିଚାର ପ୍ରକାଶ କରିଛନ୍ତି। ସେ ଆମର ଚାଷୀଙ୍କ ସମୃଦ୍ଧି ପାଇଁ ବହୁତ ଭଲ କାମ କରିଛନ୍ତି।

https://www.narendramodi.in/prof-swaminathan-s-unyielding-commitment-eng ”

ଭାରତବର୍ଷରେ ଆଜି ଆମେ ଯେଉଁ ଆଧୁନିକ ଏବଂ ପ୍ରଗତିଶୀଳ କୃଷିକୁ ଦେଖୁଛୁ, ତାଙ୍କର ମୂଳଦୁଆ ପ୍ରଫେସର ଏମଏସ୍ ସ୍ବାମୀନାଥନ ମହାଶୟ ରଖିଥିଲେ। ତାଙ୍କର ଅମୂଲ୍ୟ ଯୋଗଦାନ ପାଇଁ ସମର୍ପିତ ମୋର ଆଲେଖ୍ୟ …

https://www.narendramodi.in/hi/prof-swaminathan-s-unyielding-commitment-hin ”

 

BS