ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କିମ୍ବଦନ୍ତୀ ଅଭିନେତା ମହାନାୟକ ଉତ୍ତମ କୁମାରଙ୍କୁ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ କିମ୍ବଦନ୍ତୀ ଭାବେ ବର୍ଣ୍ଣନା କରିଥିଲେ, ଯାହାଙ୍କ କାଳଜୟୀ ପ୍ରଦର୍ଶନ ପିଢ଼ି ପରେ ପିଢ଼ି ଲୋକଙ୍କ ସହ ଯୋଡ଼ି ହୋଇ ରହିଛି। ନିକଟରେ ପ୍ରସାରିତ ‘ମନ୍ କି ବାତ୍ ’ ରେ ସେ ଏହି ମହାନ ଅଭିନେତାଙ୍କ ବିଷୟରେ ନିଜର ମନ୍ତବ୍ୟ ମଧ୍ୟ ସେୟାର କରିଥିଲେ।
ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି:
“ମହାନାୟକ ଉତ୍ତମ କୁମାର ଜଣେ କିମ୍ବଦନ୍ତୀ, ଯାହାଙ୍କ କାଳଜୟୀ ପ୍ରଦର୍ଶନ ସବୁ ପିଢ଼ିର ଲୋକଙ୍କୁ ଯୋଡ଼ିଥାଏ।
ତାଙ୍କ ଜନ୍ମ ଶତବାର୍ଷିକୀରେ ଶ୍ରଦ୍ଧାଞ୍ଜଳି।
ଗତ ରବିବାର ମନ୍ କି ବାତ୍ ସମୟରେ ମୁଁ ତାଙ୍କ ବିଷୟରେ ଯାହା କହିଥିଲି ତାହା ମଧ୍ୟ ସେୟାର କରୁଛି।
ମହାନାୟକ ଉତ୍ତମ କୁମାର ଜଣେ କିମ୍ବଦନ୍ତୀ, ଯାହାଙ୍କ କାଳଜୟୀ ପ୍ରଦର୍ଶନ ପିଢ଼ି ପରେ ପିଢ଼ି ଲୋକଙ୍କ ସହ ଯୋଡ଼ି ହୋଇ ରହିଛି।
ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି।
ଗତ ରବିବାର ମନ୍ କି ବାତ୍ ଶୋ ‘ରେ ମୁଁ ତାଙ୍କ ବିଷୟରେ ଯାହା କହିଥିଲି ତାହା ମଧ୍ୟ ସେୟାର କରୁଛି
HS
Mahanayak Uttam Kumar...a legend whose timeless performances connect with people across generations.
— Narendra Modi (@narendramodi) September 3, 2026
Tributes on his birth centenary.
Also sharing what I spoke about him during #MannKiBaat last Sunday.
মহানায়ক উত্তম কুমার... এক কিংবদন্তি যাঁর কালজয়ী পরিবেশনা প্রজন্মান্তরের… pic.twitter.com/GQLr48AO7o