Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାନାୟକ ଉତ୍ତମ କୁମାରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କିମ୍ବଦନ୍ତୀ ଅଭିନେତା ମହାନାୟକ ଉତ୍ତମ କୁମାରଙ୍କୁ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ କିମ୍ବଦନ୍ତୀ ଭାବେ ବର୍ଣ୍ଣନା କରିଥିଲେ, ଯାହାଙ୍କ କାଳଜୟୀ ପ୍ରଦର୍ଶନ ପିଢ଼ି ପରେ ପିଢ଼ି ଲୋକଙ୍କ ସହ ଯୋଡ଼ି ହୋଇ ରହିଛି ନିକଟରେ ପ୍ରସାରିତମନ୍ କି ବାତ୍ରେ ସେ ଏହି ମହାନ ଅଭିନେତାଙ୍କ ବିଷୟରେ ନିଜର ମନ୍ତବ୍ୟ ମଧ୍ୟ ସେୟାର କରିଥିଲେ

ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି:

ମହାନାୟକ ଉତ୍ତମ କୁମାର ଜଣେ କିମ୍ବଦନ୍ତୀ, ଯାହାଙ୍କ କାଳଜୟୀ ପ୍ରଦର୍ଶନ ସବୁ ପିଢ଼ିର ଲୋକଙ୍କୁ ଯୋଡ଼ିଥାଏ

ତାଙ୍କ ଜନ୍ମ ଶତବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ଗତ ରବିବାର ମନ୍‍ କି ବାତ୍‍ ସମୟରେ ମୁଁ ତାଙ୍କ ବିଷୟରେ ଯାହା କହିଥିଲି ତାହା ମଧ୍ୟ ସେୟାର କରୁଛି

ମହାନାୟକ ଉତ୍ତମ କୁମାର ଜଣେ କିମ୍ବଦନ୍ତୀ, ଯାହାଙ୍କ କାଳଜୟୀ ପ୍ରଦର୍ଶନ ପିଢ଼ି ପରେ ପିଢ଼ି ଲୋକଙ୍କ ସହ ଯୋଡ଼ି ହୋଇ ରହିଛି

ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି

ଗତ ରବିବାର ମନ୍‍ କି ବାତ୍‍ ଶୋରେ ମୁଁ ତାଙ୍କ ବିଷୟରେ ଯାହା କହିଥିଲି ତାହା ମଧ୍ୟ ସେୟାର କରୁଛି

HS