Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲଣ୍ଡନରେ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲଣ୍ଡନରେ ହୋଇଥିବା ଆକ୍ରମଣକୁ ଘୋର ନିନ୍ଦା କରିଛନ୍ତି ଏବଂ ଏହା ଦୁଃଖଦ ଓ ମର୍ମନ୍ତୁଦ ବୋଲି କହିଛନ୍ତି ।

“ଲଣ୍ଡନରେ ଆକ୍ରମଣ ଦୁଃଖଦ ଓ ମର୍ମନ୍ତୁଦ । ଆମେ ଏହାର ଦୃଢ ନିନ୍ଦା କରୁଛୁ । ଘଟଣାରେ ମୃତ ବ୍ୟକ୍ତିଙ୍କ ପରିଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********