ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ନାରାୟଣ ଗୁରୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ ଶ୍ରୀ ନାରାୟଣ ଗୁରୁଙ୍କୁ ଜଣେ ମହାନ ସମାଜ ସଂସ୍କାରକ, ଆଧ୍ୟାତ୍ମିକ ନେତା ଏବଂ ଚିନ୍ତାନାୟକ ଭାବେ ବର୍ଣ୍ଣନା କରିଥିଲେ, ଯିଏକି ମର୍ଯ୍ୟାଦା ଏବଂ ସହାନୁଭୂତି ଉପରେ ଆଧାରିତ ସମାଜ ଗଠନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
ଶ୍ରୀ ନାରାୟଣ ଗୁରୁଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି!
ଜଣେ ଉଚ୍ଚକୋଟୀର ସମାଜ ସଂସ୍କାରକ, ଆଧ୍ୟାତ୍ମିକ ନେତା ଏବଂ ଚିନ୍ତାନାୟକ ଭାବେ ସେ ନିଜର ଜୀବନ ମର୍ଯ୍ୟାଦା ଏବଂ ସହାନୁଭୂତି ସମ୍ପନ୍ନ ସମାଜ ଗଠନ ପାଇଁ ଉତ୍ସର୍ଗ କରିଥିଲେ। ତାଙ୍କର ଚିନ୍ତାଧାରା ଅଗଣିତ ଲୋକଙ୍କୁ ଶକ୍ତି ପ୍ରଦାନ କରିଥିଲା। ଶିକ୍ଷା ଏବଂ ଶିକ୍ଷା ଉପରେ ତାଙ୍କର ଧ୍ୟାନ ମଧ୍ୟ ସମାନ ଭାବରେ ଉଲ୍ଲେଖନୀୟ ଥିଲା।
HS
Tributes to Sree Narayana Guru on his birth anniversary!
— Narendra Modi (@narendramodi) August 28, 2026
A towering social reformer, spiritual leader and thinker, he devoted his life to building a society rooted in dignity and compassion. His thoughts gave strength to countless people. Equally noteworthy was his focus on…