Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସରକାରଙ୍କ ମୁଖ୍ୟ ଭାବେ ଦେଶ ସେବାର ୨୫ ବର୍ଷ ପୂର୍ତ୍ତୀ ଅବସରରେ ଶୁଭେଚ୍ଛା ଜଣାଇଥିବାରୁ ଜାମ୍ବିଆର ରାଷ୍ଟ୍ରପତି ହାକାଇଣ୍ଡେ ହିଚିଲେମାଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସରକାରଙ୍କ ମୁଖ୍ୟ ଭାବରେ ଦେଶ ପାଇଁ ୨୫ ବର୍ଷର ସେବା ସମାପ୍ତ କରିବା ଅବସରରେ ଶୁଭେଚ୍ଛା ଜଣାଇଥିବାରୁ ଜାମ୍ବିଆର ରାଷ୍ଟ୍ରପତି ଶ୍ରୀ ହାକାଇଣ୍ଡେ ହିଚିଲେମାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଜାମ୍ବିଆ ସହିତ ଥିବା ବନ୍ଧୁତାକୁ ଖୁବ୍ ଗୁରୁତ୍ୱ ଦିଏ ଏବଂ ଉଭୟ ଦେଶ ମଧ୍ୟରେ ଥିବା ଘନିଷ୍ଠ ଭାଗୀଦାରୀକୁ ଆଗାମୀ ଦିନରେ ଆହୁରି ମଜବୁତ କରିବାକୁ ଆଶ ରଖିଛି ।

ଶ୍ରୀ ମୋଦୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି;

“ଆପଣଙ୍କ ଶୁଭେଚ୍ଛା ପାଇଁ ରାଷ୍ଟ୍ରପତି ହିଚିଲେମା, ଆପଣଙ୍କୁ ଧନ୍ୟବାଦ ।

ଭାରତ ଜାମ୍ବିଆ ସହିତ ଥିବା ବନ୍ଧୁତାକୁ ବେଶ୍ ଗୁରୁତ୍ୱ ଦିଏ ଏବଂ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବାକୁ ମୁଁ ଆଶାବାଦୀ ରହିଛି ।

@HHichilema”

 

SR