ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରକ୍ଷା (ସୁରକ୍ଷାତ୍ମକ ବନ୍ଧନ/ସୂତା) ର ଶୁଭ ଶକ୍ତି ଏବଂ ଆଶୀର୍ବାଦ ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି
‘‘ଏଷ ପ୍ରଭାବୋ ରକ୍ଷାୟାଃ କଥିତସ୍ତେ ଯୁଧିଷ୍ଠିର ।
ଜୟଦଃ ସୁଖଦଶ୍ରେବ ପୂତ୍ରାରୋଗ୍ୟଧନପ୍ରଦଃ ।।’’
ପ୍ରଧାନମନ୍ତ୍ରୀ ‘ଏକ୍ସ “ରେ ପୋଷ୍ଟ କରିଛନ୍ତି:
‘‘ଏଷ ପ୍ରଭାବୋ ରକ୍ଷାୟାଃ କଥିତସ୍ତେ ଯୁଧିଷ୍ଠିର ।
ଜୟଦଃ ସୁଖଦଶ୍ରେବ ପୂତ୍ରାରୋଗ୍ୟଧନପ୍ରଦଃ ।।
HS
एष प्रभावो रक्षायाः कथितस्ते युधिष्ठिर।
— Narendra Modi (@narendramodi) August 28, 2026
जयदः सुखदश्चैव पुत्रारोग्यधनप्रदः॥ pic.twitter.com/dKLWCdmqcf