Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଦ୍-ଉଲ୍-ଅଦା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ଇଦ୍‌-ଉଲ୍‌-ଅଦା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଭିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଇଦ୍‌-ଉଲ୍‌-ଅଦା ପାଇଁ ଶୁଭେଚ୍ଛା । ଏହି ଦିନ ସମସ୍ତଙ୍କ ପାଇଁ ସୁଖ ଏବଂ ସମୃଦ୍ଧି ଆଣୁ । ଆମ ସମାଜରେ ଏହା ଏକତା ଏବଂ ସୌହାର୍ଦ୍ଦ୍ୟ ବଜାୟ ରଖୁ । ଇଦ୍  ମୁବାରକ୍‌!’

SR