ପିଏମଇଣ୍ଡିଆ
ଶ୍ରୀ ନରେନ୍ଦ୍ର ମୋଦୀ [ 1177KB ] |
ପ୍ରଧାନମନ୍ତ୍ରୀ ଏବଂ କାର୍ମିକ ଓ ସାଧାରଣ ଅଭିଯୋଗ ଏବଂ ପେନସନ; ଆଣବିକ ଶକ୍ତି ବିଭାଗ ; ମହାକାଶ ବିଭାଗ; ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ପ୍ରସଙ୍ଗ ଏବଂ ଅନ୍ୟ କୌଣସି ମନ୍ତ୍ରୀମାନଙ୍କୁ ଦିଆଯାଇନଥିବା ଅନ୍ୟ ସମସ୍ତ ବିଭାଗର ଦାୟିତ୍ୱ |
|
କ୍ୟାବିନେଟ ମନ୍ତ୍ରୀ |
||
| 1 | ଶ୍ରୀ ରାଜନାଥ ସିଂହ [ 610KB ] |
ପ୍ରତିରକ୍ଷା ମନ୍ତ୍ରୀ |
| 2 | ଶ୍ରୀ ଅମିତ ଶାହ [ 844KB ] |
ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ |
| 3 | ଶ୍ରୀ ନୀତିନ ଜୟରାମ ଗଡ଼କରୀ [ 2821KB ] |
ସଡ଼କ ପରିବହନ ଏବଂ ରାଜପଥ ଏବଂ ଲଘୁ , କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ |
| 4 | ଶ୍ରୀ ଡି.ଭି ସଦାନନ୍ଦ ଗୌଡ଼ା [ 2167KB ] |
ସାର ଏବଂ ରସାୟନ ମନ୍ତ୍ରୀ |
| 5 | ଶ୍ରୀମତୀ ନିର୍ମଳା ସୀତାରମଣ [ 1622KB ] |
ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ |
| 6 | ଶ୍ରୀ ରାମବିଳାସ ପାଶୱାନ [ 904KB ] |
ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ |
| 7 | ଶ୍ରୀ ନରେନ୍ଦ୍ର ସିଂ ତୋମାର [ 828KB ] |
କୃଷି ଏବଂ କୃଷକ କଲ୍ୟାଣ; ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ |
| 8 | ଶ୍ରୀ ରବିଶଙ୍କର ପ୍ରସାଦ [ 2296KB ] |
ଆଇନ ଏବଂ ନ୍ୟାୟ; ଯୋଗାଯୋଗ ଏବଂ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ |
| 9 | ଶ୍ରୀମତୀ ହରସିମରତ୍ କୌର ବାଦଲ [ 3734KB ] |
ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ |
| 10 | ଶ୍ରୀ ଥୱର ଚାନ୍ଦ ଗେହଲଟ୍ [ 2158KB ] |
ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ |
| 11 | ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର [ 2527KB ] |
ବୈଦେଶିକ ବ୍ୟାପାର ମନ୍ତ୍ରୀ |
| 12 | ଶ୍ରୀ ରମେଶ ପୋଖରିଆଲ୍ ‘ନିଶଙ୍କ’ [ 1112KB ] |
ମାନବ ସମ୍ବଳ ବିକାଶ ମନ୍ତ୍ରୀ |
| 13 | ଶ୍ରୀ ଅର୍ଜୁନ ମୁଣ୍ଡା [ 638KB ] |
ଆଦିବାସୀ ବ୍ୟାପାର ମନ୍ତ୍ରୀ |
| 14 | ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀ [ 3631KB ] |
ମହିଳା ଓ ଶିଶୁ କଲ୍ୟାଣ; ଏବଂ ବୟନ ଶିଳ୍ପ ମନ୍ତ୍ରୀ |
| 15 | ଡକ୍ଟର ହର୍ଷ ବର୍ଦ୍ଧନ [ 253KB ] |
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ; ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଏବଂ ଭୂବିଜ୍ଞାନ ମନ୍ତ୍ରୀ |
| 16 | ଶ୍ରୀ ପ୍ରକାଶ ଜାଭଡ଼େକର [ 1257KB ] |
ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ, ଭାରୀ ଉଦ୍ୟୋଗ ଏବଂ ସାଧାରଣ ଉଦ୍ୟୋଗ |
| 17 | ଶ୍ରୀ ପୀୟୂଷ ଗୋଏଲ [ 484KB ] |
ରେଳବାଇ ଏବଂ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ |
| 18 | ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ [ 2714KB ] |
ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ |
| 19 | ଶ୍ରୀ ମୁଖତାର ଅବାସ ନକଭୀ [ 1204KB ] |
ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ |
| 20 | ଶ୍ରୀ ପ୍ରହ୍ଲାଦ ଯୋଶୀ [ 2442KB ] |
ସଂସଦୀୟ ବ୍ୟାପାର; କୋଇଲା ଏବଂ ଖଣି ମନ୍ତ୍ରୀ |
| 21 | ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ [ 837KB ] |
ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ |
| 22 | ଶ୍ରୀ ଅରବିନ୍ଦ ଗଣପତ ସାୱନ୍ତ [ 2497KB ] [relinquished Charge on 12.11.2019] |
ଭାରୀ ଉଦ୍ୟୋଗ ଏବଂ ସାଧାରଣ ଉଦ୍ୟୋଗ |
| 23 | ଶ୍ରୀ ଗିରିରାଜ ସିଂହ [ 875KB ] |
ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟପାଳନ ମନ୍ତ୍ରୀ |
| 24 | ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ [ 1494KB ] |
ଜଳ ଶକ୍ତି ମନ୍ତ୍ରୀ |
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) |
||
| 1 | ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର [ 3033KB ] |
ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) |
| 2 | ଶ୍ରୀ ରାଓ ଇନ୍ଦରଜିତ ସିଂ [ 2237KB ] |
ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ (ସ୍ୱାଧୀନ ଦାୟିତ୍ୱ) ଏବଂ ଏବଂ ଯୋଜନା ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) |
| 3 | ଶ୍ରୀପଦ ଯଶୋ ନାୟକ [ 3019KB ] |
ଆୟୁର୍ବେଦ, ଯୋଗ ଏବଂ ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ ଏବଂ ହୋମିଓପାଥୀ (ଆୟୁଷ) (ସ୍ୱାଧୀନ ଦାୟିତ୍ୱ) ଏବଂ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ |
| 4 | ଡ. ଜିତେନ୍ଦ୍ର ସିଂ [ 1248KB ] |
ଉତ୍ତର-ପୂର୍ବାଞ୍ଚଳ ବିକାଶ (ସ୍ୱାଧୀନ ଦାୟିତ୍ୱ); ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ; କାର୍ମିକ ବ୍ୟାପାର, ସାଧାରଣ ଅଭିଯୋଗ ଏବଂ ପେନସନ; ଆଣବିକ ଶକ୍ତି ବିଭାଗ ଏବଂ ମହାକାଶ ବିଭାଗ ମନ୍ତ୍ରୀ |
| 5 | ଶ୍ରୀ କିରଣ ରିଜିଜୁ [ 1873KB ] |
ଯୁବ ବ୍ୟାପାର ଏବଂ କ୍ରୀଡ଼ା (ସ୍ୱାଧୀନ ଦାୟିତ୍ୱ) ଏବଂ ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ |
| 6 | ଶ୍ରୀ ପ୍ରହ୍ଲାଦ ସିଂ ପଟେଲ [ 3633KB ] |
ସଂସ୍କୃତି (ସ୍ୱାଧୀନ ଦାୟିତ୍ୱ) ଏବଂ ପର୍ଯ୍ୟଟନ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) |
| 7 | ଶ୍ରୀ ରାଜକୁମାର ସିଂ [ 714KB ] |
ଶକ୍ତି (ସ୍ୱାଧୀନ ଦାୟିତ୍ୱ); ନବୀନ ଏବଂ ଅକ୍ଷୟ ଶକ୍ତି (ସ୍ୱାଧୀନ ଦାୟିତ୍ୱ) ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ |
| 8 | ଶ୍ରୀ ହରଦୀପ ସିଂ ପୁରୀ [ 1117KB ] |
ଆବାସ ଏବଂ ସହରାଞ୍ଚଳ ବ୍ୟାପାର (ସ୍ୱାଧୀନ ଦାୟିତ୍ୱ) ବେସାମରିକ ବିମାନ ଚଳାଚଳ (ସ୍ୱାଧୀନ ଦାୟିତ୍ୱ) ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ |
| 9 | ଶ୍ରୀ ମନସୁଖ ଏଲ. ମାଣ୍ଡଭୀୟ [ 2316KB ] |
ଜାହାଜ ଚଳାଚଳ (ସ୍ୱାଧୀନ ଦାୟିତ୍ୱ) ଏବଂ ସାର ଓ ରସାୟନ ମନ୍ତ୍ରୀ |
ରାଷ୍ଟ୍ରମନ୍ତ୍ରୀ |
||
| 1 | ଶ୍ରୀ ଫଗନ ସିଂ କୁଲସ୍ତେ [ 4193KB ] |
ଇସ୍ପାତ ରାଷ୍ଟ୍ରମନ୍ତ୍ରୀ |
| 2 | ଶ୍ରୀ ଅଶ୍ୱିନୀ କୁମାର ଚୌବେ [ 879KB ] |
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ |
| 3 | ଶ୍ରୀ ଅର୍ଜୁନ ରାମ ମେଘୱାଲ [ 1105KB ] |
ସଂସଦୀୟ ବ୍ୟାପାର ଏବଂ ଭାରୀ ଉଦ୍ୟୋଗ ଏବଂ ସାଧାରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ |
| 4 | ଜେନେରାଲ (ସେବାନିବୃତ୍ତ) ଭି.କେ ସିଂ [ 776KB ] |
ସଡ଼କ ପରିବହନ ଏବଂ ରାଜପଥ ରାଷ୍ଟ୍ରମନ୍ତ୍ରୀ |
| 5 | ଶ୍ରୀ କ୍ରିଷନ ପାଲ [ 1077KB ] |
ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ |
| 6 | ଶ୍ରୀ ଦାନଭେ ରାଓସାହେବ ଦାଦାରାଓ [ 3729KB ] |
ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ |
| 7 | ଶ୍ରୀ ଜି. କିଷନ ରେଡ୍ଡୀ [ 2299KB ] |
ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
| 8 | ଶ୍ରୀ ପୁରୁଷୋତ୍ତମ ରୂପାଲା [ 2853KB ] |
କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ |
| 9 | ଶ୍ରୀ ରାମଦାସ ଅଠାୱଲେ [ 1852KB ] |
ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ |
| 10 | ସାଧ୍ୱୀ ନିରଞ୍ଜନ ଜ୍ୟୋତି [ 911KB ] |
ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ |
| 11 | ଶ୍ରୀ ବାବୁଲ ସୁପ୍ରିୟୋ [ 2575KB ] |
ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ |
| 12 | ଶ୍ରୀ ସଞ୍ଜିବ କୁମାର ବାଲ୍ୟାନ୍ [ 1399KB ] |
ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟପାଳନ |
| 13 | ଶ୍ରୀ ଧୋତ୍ରେ ସଞ୍ଜୟ ଶାମରାଓ [ 3626KB ] |
ମାନବ ସମ୍ବଳ ବିକାଶ; ଯୋଗାଯୋଗ ଏବଂ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା |
| 14 | ଶ୍ରୀ ଅନୁରାଗ ସିଂହ ଠାକୁର [ 4184KB ] |
ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
| 15 | ଶ୍ରୀ ଅଙ୍ଗାଦି ସୁରେଶ ଚାନ୍ନାବାସାପ୍ପା [ 8075KB ] |
ରେଳ ରାଷ୍ଟ୍ରମନ୍ତ୍ରୀ |
| 16 | ଶ୍ରୀ ନିତ୍ୟାନନ୍ଦ ରାୟ [ 2501KB ] |
ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
| 17 | ଶ୍ରୀ ରତନ ଲାଲ କଟାରିଆ [ 3659KB ] |
ଜଳ ଶକ୍ତି ; ଏବଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ |
| 18 | ଶ୍ରୀ ଭି. ମୂରଲୀଧରନ [ 1061KB ] |
ବୈଦେଶିକ ବ୍ୟାପାର ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
| 19 | ଶ୍ରୀମତୀ ରେଣୁକା ସିଂ ସରୁତା [ 3421KB ] |
ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
| 20 | ଶ୍ରୀ ସୋମ ପ୍ରକାଶ [ 830KB ] |
ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ |
| 21 | ଶ୍ରୀ ରାମେଶ୍ୱର ତେଲି [ 1071KB ] |
ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ |
| 22 | ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ [ 1430KB ] |
ଲଘୁ, କ୍ଷୁଦ୍ର ଏବଂ ମଧ୍ୟ ଉଦ୍ୟୋଗ ଏବଂ ପଶୁପାଳନ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ପାଳନ ରାଷ୍ଟ୍ରମନ୍ତ୍ରୀ |
| 23 | ଶ୍ରୀ କୈଳାସ ଚୌଧୁରୀ [ 1265KB ] |
କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ |
| 24 | ସୁଶ୍ରୀ ଦେବଶ୍ରୀ ଚୌଧୁରୀ [ 1185KB ] |
ମହିଳା ଏବଂ ଶିଶୁ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ | ପ୍ରଧାନମନ୍ତ୍ରୀ |
|---|---|---|
(12.11.2019 ରେ ପୃଷ୍ଠା ଶେଷଥର ପାଇଁ ଅପଡେଟ କରାଯାଇଛି)