Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କ୍ରୀଡ଼ାରେ ମହିଳାମାନଙ୍କୁ ପ୍ରୋତ୍ସାହିତ କରୁଥିବା ଅସ୍ମିତା ପଦକ୍ଷେପ ଉପରେ ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ଖଡସେଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି

ଏହି ନିବନ୍ଧଟି ସଫଳ ଅସ୍ମିତା ପଦକ୍ଷେପ ବିଷୟରେ ଲେଖାଯାଇଛି, ଯାହା ଦେଶବ୍ୟାପୀ ମହିଳାମାନଙ୍କ ମଧ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ପରିକଳ୍ପିତ ଖେଲୋ ଇଣ୍ଡିଆ ମିଶନର ଏକ ଅଂଶବିଶେଷଏହା କ୍ରୀଡ଼ା ମନ୍ତ୍ରଣାଳୟର ଲିଙ୍ଗଗତ ନିରପେକ୍ଷତା ଉପରେ ଗୁରୁତ୍ୱାରୋପ କରେ ଏବଂ ଉଲ୍ଲେଖ କରେ ଯେ ୨୦୪୭ ସୁଦ୍ଧା ଏକ ବିକାଶିତ ଭାରତର ଦୃଷ୍ଟିକୋଣରେ ଅସ୍ମିତଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସ ଉପରେ ଲେଖିଛି;

ଏହି ନିବନ୍ଧରେ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡସେ ସଫଳ ଅସ୍ମିତା ପଦକ୍ଷେପ ବିଷୟରେ ଲେଖିଛନ୍ତି, ଯାହା ଦେଶବ୍ୟାପୀ ମହିଳାମାନଙ୍କ ମଧ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ପରିକଳ୍ପିତ ଖେଲୋ ଇଣ୍ଡିଆ ମିଶନର ଏକ ଅଂଶବିଶେଷ

ସେ କ୍ରୀଡ଼ା ମନ୍ତ୍ରଣାଳୟର ଲିଙ୍ଗଗତ ନିରପେକ୍ଷତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ଉଲ୍ଲେଖ କରିଛନ୍ତି ଯେ ୨୦୪୭ ସୁଦ୍ଧା ଏକ ବିକାଶିତ ଭାରତର ଦୃଷ୍ଟିକୋଣରେ ଅସ୍ମିତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ

#NayeBharatKiNariShakti”

 

HS