Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦୃଢ଼ ସଂକଳ୍ପ, ସ୍ଥିରତା ଏବଂ ଆତ୍ମବିଶ୍ୱାସର ମୂଲ୍ୟବୋଧ ଉପରେ ଆଲୋକପାତ କରୁଥିବା ସଂସ୍କୃତ ‘ସୁଭାଷିତମ୍’କୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଟି୨୦ କ୍ରିକେଟ୍ ବିଶ୍ୱକପ୍ ଜିତି ଟିମ୍ ଇଣ୍ଡିଆ ପ୍ରଦର୍ଶନ କରିଛି ଯେ ଦୃଢ ସଂକଳ୍ପ, ସ୍ଥିରତା ଏବଂ ଆତ୍ମବିଶ୍ୱାସର ମିଶ୍ରଣ ଜୀବନରେ ସଫଳତାର ଚାବିକାଠି ସେ ଉଲ୍ଲେଖ କରିଥିଲେ ଯେ ଏହି ବିଜୟ ଏହା ମଧ୍ୟ ଦର୍ଶାଉଛି ଯେ ସଠିକ ଦିଗରେ କଠିନ ପରିଶ୍ରମ ଦ୍ୱାରା ପ୍ରତ୍ୟେକ ଲକ୍ଷ୍ୟ ହାସଲ କରାଯାଇପାରିବ

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି

‘‘ଅଭିପ୍ସାଂ ସ୍ବତ୍ମନେ ରକ୍ଷାବିସ୍ତଂ ସୁସ୍ଥିରଂ ତୟା ।

ୟନ୍ତମାତିଷ୍ଠ ଧୈର୍ଯ୍ୟଣ ତତଃ ସିଦଦ୍ଧିର୍ଭବେଦ ଧ୍ରୁବମ୍‍ ।।’’

ସୁଭାଷିତମ୍ ସୂଚିତ କରେ ଯେ ଯିଏ ଜୀବନରେ ପ୍ରଗତି ଚାହାଁନ୍ତି ସେ ଦୃଢତା ଏବଂ ଦୃଢ ସଂକଳ୍ପ ସହିତ ଚେଷ୍ଟା କରିବା ଆବଶ୍ୟକ। କଠିନ ପରିଶ୍ରମ ଏବଂ ଧୈର୍ଯ୍ୟ ନିଶ୍ଚିତ ଭାବେ ସଫଳତାର ପଥ ପରିଷ୍କାର କରିବ

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

ଟି୨୦ କ୍ରିକେଟ୍ ବିଶ୍ୱକପ୍ ଜିତି ଟିମ୍ ଇଣ୍ଡିଆ ପ୍ରମାଣିତ କରିଛି ଯେ ଦୃଢ ସଂକଳ୍ପ, ସ୍ଥିରତା ଏବଂ ଆତ୍ମବିଶ୍ୱାସର ମିଶ୍ରଣ ଜୀବନରେ ସଫଳତାର ଚାବିକାଠି ଏହି ବିଜୟ ଆମକୁ ଏହା ମଧ୍ୟ କହୁଛି ଯେ ସଠିକ ଦିଗରେ କଠିନ ପରିଶ୍ରମ ଦ୍ୱାରା ପ୍ରତ୍ୟେକ ଲକ୍ଷ୍ୟ ହାସଲ କରାଯାଇପାରିବ

‘‘ଅଭିପ୍ସାଂ ସ୍ବତ୍ମନେ ରକ୍ଷାବିସ୍ତଂ ସୁସ୍ଥିରଂ ତୟା ।

ୟନ୍ତମାତିଷ୍ଠ ଧୈର୍ଯ୍ୟଣ ତତଃ ସିଦଦ୍ଧିର୍ଭବେଦ ଧ୍ରୁବମ୍‍ ।।’’

HS